ଖବର ସହ ମନୋରଞ୍ଜନର ଛୁଙ୍କ। ମାଳିକା ରେ ମିଳିଗଲା ପ୍ରମାଣ, କିଏ ହବ ଓଡିଶା ର ଆଗାମୀ ମୁଖ୍ୟମନ୍ତ୍ରୀ ? ଜାଣନ୍ତୁ ମାଳିକା ରେ କଣ ଲେଖା ହୋଇଛି ?
Type Here to Get Search Results !

ମାଳିକା ରେ ମିଳିଗଲା ପ୍ରମାଣ, କିଏ ହବ ଓଡିଶା ର ଆଗାମୀ ମୁଖ୍ୟମନ୍ତ୍ରୀ ? ଜାଣନ୍ତୁ ମାଳିକା ରେ କଣ ଲେଖା ହୋଇଛି ?

ଆଜି ଆମେ ମାଳିକା ବିଷୟରେ ଆଲୋଚନା କରିବା । ଯେଉଁଥିରେ ଆଗତ ଭବିଷ୍ୟତ ବିଷୟରେ ଏବଂ ସମସ୍ତଙ୍କ ଭଲ ପାଇଁ ସତର୍କ କରାଯାଇଛି । ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏହାର ପ୍ରମାଣ ଆମେ ଏବେ ପାଉଛୁ।

ତେବେ ‘ଇନ୍ଦ୍ର ଗୋବିନ୍ଦ ଗୀତା’ ନାମକ ଏକ ମାଳିକା ଶାସ୍ତ୍ର ରହିଛି ଯାହା ସବୁ ଭକ୍ତ ମାନଙ୍କୁ ମିଳିଥାଏ । ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ଘଟୁଛି ସତ ।

ତାହାଲେ ଓଡ଼ିଶାର ରାଜନୀତି ବିଷୟରେ ମାଳିକା ରେ କଣ ଲେଖା ହୋଇଛି ତାହା ଆମେ ଆଜି ଜାଣିବା । 2024 ରୁ 29 ଭିତରେ ଓଡିଶାର ଶାସନ କ୍ଷମତା ଯାହା ହାତରେ ରହିବ ସିଏ କିଏ, ନାରୀ ନା ପୁରୁଷ, ବିବାହିତ ନା ଅବିବାହିତ, ଏପରି ଅନେକ କଥା ଆଗତ ଭବିଷ୍ୟତ ମାଳିକା ରେ ଲେଖିଛନ୍ତି। 

ଏଥିରେ ମହାପୁରୁଷ ଲେଖିଛନ୍ତି ଯେ ଏମିତି ସମୟ ଆସିବ ଯେଉଁ ସମୟରେ ଅନେକ ଅଲୌକିକ ଘଟଣା ସବୁ ଦେଖିବାକୁ ମିଳିବ। ଏହି ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ଜଣେ ନାରୀ ହେବେ। ଆଉ ଏହା ସତ ଘଟିବ ବୋଲି ମଧ୍ୟ ଦୃଢୋକ୍ତି ରହିଛି ।

Post a Comment

0 Comments